୯ରେ ଦାୟିତ୍ବ ନେବେ ନୂଆ ମେୟର : ସୁଲୋଚନାଙ୍କ ପାଇଁ ଅଗ୍ନିପରୀକ୍ଷା

ଭୁବନେଶ୍ବର: ଆସନ୍ତା ୯ ତାରିଖରେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି ନୂଆ ମେୟର ସୁଲୋଚନା ଦାସ। ଦୀର୍ଘ ୩ ବର୍ଷ ଧରି ଏହି ପଦବି ଫାଙ୍କା ପଡ଼ିବା ଫଳରେ ଅଫିସର ରାଜ୍‌ ଚାଲିଥିଲା। ଏବେ ମେୟର କାର୍ଯ୍ୟଭାର ନେବା ପରେ ଅଫିସର ରାଜ୍‌ରେ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି। ବିଏମ୍‌ସି ଅଫିସ୍‌ ପାଇଁ ନୂଆ କୋଠା ପ୍ରସ୍ତୁତ ହୋଇନଥିବାରୁ ପୁରୁଣା କୋଠାରେ ମେୟରଙ୍କ ଚାମ୍ବରକୁ ମରାମତି କରାଯାଇଛି। ପୁରୁଣା ଅଫିସ୍‌ରେ ନୂଆ … Continue reading ୯ରେ ଦାୟିତ୍ବ ନେବେ ନୂଆ ମେୟର : ସୁଲୋଚନାଙ୍କ ପାଇଁ ଅଗ୍ନିପରୀକ୍ଷା